କଙ୍ଗନାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କଲା ଆପ୍

ମୁମ୍ବାଇ: ସ୍ବାଧୀନତାକୁ ନେଇ ବୟାନ ଦେବା ମହଙ୍ଗା ପଡ଼ିଲା। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମୁମ୍ବାଇ ପୁଲିସକୁ କହିଲା ଆପ। ଏକ ସାକ୍ଷାତକାରରେ କଙ୍ଗନା ରାଣାୱତ ଦେଶକୁ ମିିଳିଥିବା ସ୍ୱାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, “ବ୍ରିଟିଶମାନେ ଭଲ ଭାବରେ ଜାଣିଥିଲେ ଯେ, ରକ୍ତ ଝରିବ। କିନ୍ତୁ କାହାର ରକ୍ତ ଝରିବ, ତାହା ସେମାନେ ସ୍ଥିର କରିଥିଲେ। ଭାରତୀୟଙ୍କ ରକ୍ତ … Continue reading କଙ୍ଗନାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କଲା ଆପ୍